‘ଖାଦ୍ୟ ସାହିତ୍ୟ’ ବି ରୋମାଞ୍ଚକର ହୋଇପାରେ: ଚିତ୍ରିତା ବାନାର୍ଜୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଖାଦ୍ୟପ୍ରେମୀ। ଖାଦ୍ୟକୁ ନେଇ ଭାରତର ଏକ ସ୍ବତନ୍ତ୍ର ସଂସ୍କୃତି ରହିଛି। କିନ୍ତୁ ଆମେ ସାହିତ୍ୟରେ ଖାଦ୍ୟକୁ ସେତେଟା ଗୁରୁତ୍ବ ଦେଉନା। କିଛି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀରେ ଆମେ ‘ଖାଦ୍ୟ ସାହିତ୍ୟ’କୁ ସୀମିତ ରଖିଦେଉ। କିନ୍ତୁ ଖାଦ୍ୟକୁ ନେଇ […]









