ବକ୍ସ ଅଫିସ୍ରେ ଫ୍ଲପ୍ ହେଲା ‘ଦୋବାରା’, ୬ଦିନରେ କମାଇ ପାରିଲା ନାହିଁ ୫ କୋଟି
ମୁମ୍ଵାଇ ୨୫।୦୮: ଏହି ବର୍ଷ ବଲିଉଡ ପାଇଁ ବହୁତ ଖରାପ ପ୍ରମାଣିତ ହେଉଛି। ବକ୍ସ ଅଫିସରେ ଫିଲ୍ମ ଗୁଡିକ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ହେବାରେ ଲାଗିଛି। ନିକଟରେ ଦୋବାରା ସହିତ ବି ଠିକ୍ ସମାନ ଘଟଣା ଘଟିଛି। ରିଲିଜ୍ ହେବାର ୬ ଦିନରେ ମଧ୍ୟ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ୧ କୋଟି ପର୍ଯ୍ୟନ୍ତ ରୋଜଗାର କରିପାରି ନାହିଁ। ବଲିଉଡ ବକ୍ସ ଅଫିସରେ ମଧ୍ୟ ଏକ ସମୟ ଥିଲା। ଯେତେବେଳେ ଚଳଚ୍ଚିତ୍ର ଗୁଡ଼ିକ ପ୍ରଥମ ଦିନରେ […]