ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ
କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସୂଚନାମତେ, କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ସାପସିଲେଟ ଗ୍ରାମର ସନ୍ତୋଷ ପାଣିଗ୍ରାହୀ କେସିଙ୍ଗାର ରାଜେଶ କରଙ୍କ ଝିଅ ଶ୍ରଦ୍ଧାଞ୍ଜଳିଙ୍କୁ ୫ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ […]