ବିଦେଶୀ କିଣିନେଲେ ୨ ମହାପୁରୁଷଙ୍କ ପ୍ରତିମୂର୍ତ୍ତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି କିଣି ନେଇଛନ୍ତି ଜଣେ ବିଦେଶୀ ପର୍ଯ୍ୟଟକ। ଏହି ବିଦେଶୀ ପର୍ଯ୍ୟଟକ ହେଉଛନ୍ତି ଅଷ୍ଟ୍ରେଲୀୟ ନାଗରିକ ହ୍ୟାରିପିଚ୍ ମ୍ୟାନ୍। ହ୍ୟାରି ପୁରୀ ବୁଲିବାକୁ ଆସିଥିବା ବେଳେ ଆର୍ଟ ସେଣ୍ଟର୍ରେ ପଡ଼ିରହିଥିବା […]









