ଆଜିଠୁ କମିବ ଶୀତ, କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟରେ ଏବେ ପ୍ରବଳ ଜାଡ଼ ଲାଗି ରହିଥିବା ବେଳେ ଆଜିଠାରୁ ଶୀତ କମିବ। ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ଯାଏ ଚଢ଼ିଯିବ ପାରଦ। ଫଳରେ ରାଜ୍ୟ ପ୍ରବଳ ଜାଡ଼ରୁ ମୁକ୍ତି ପାଇବ। ସୋମବାର ଦିନ ସେମିଳିଗୁଡ଼ାଠାରେ […]









