ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଭିନ୍ନ ଦାବି ନେଇ କ୍ୟାମ୍ପସରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଚଣ୍ଡିଖୋଲ,୦୬/୧୧: ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇଛନ୍ତି ।ଏହାସହ ଧାରଣା ମଧ୍ୟ ଦେଇଛନ୍ତି । ପ୍ରଥମ ଓ ଦ୍ୱତୀୟ ବର୍ଷ ନର୍ସିଂ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ସମ୍ମୁଖରେ ବିଭିନ୍ନ ନାରାବାଜି କରିଛନ୍ତି. । ସୋମନେ ଅଭିଯୋଗ କରିଛନ୍ତି ଯେ, ଅସ୍ଥାୟୀ କ୍ୟାମ୍ପସରେ ଅଧ୍ୟାପକ ନଥିବା ବେଳେ ଲାଇବ୍ରେରୀରେ ବହି ନାହିଁ । […]