ଗ୍ରାମରେ ହଠାତ୍ ଲାଗୁଛି ନିଆଁ, ଆତଙ୍କିତ ଗ୍ରାମବାସୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ନିକଟରେ ଥିବା ବାରବା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡକୁ ନେଇ ଗ୍ରାମବାସୀ ତଟସ୍ଥ। ଗତ ନଭେମ୍ବର ୨୦ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମରେ ବାରମ୍ବାର ଆକସ୍ମିକ ଅଗ୍ନିକାଣ୍ଡ ଘଟଣା ଗ୍ରାମବାସୀଙ୍କୁ ଭୟଭୀତ କରିଦେଇଛି। କେତେବେଳେ […]









