ଗଜରାଜଙ୍କ ପାଇଁ ରାତି ହେଲେ ୪ ପଞ୍ଚାୟତ ଅନ୍ଧାର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପ୍ରତାପୁର : ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ୍ ଗେରେଡ଼ା ଅଞ୍ଚଳର ମାଣପୁର ନିକଟରେ ଗତ ସପ୍ତାହରେ ହାତୀ ମୃତ୍ୟୁ ପରେ ବନ ବିଭାଗ ତତ୍ପର ହୋଇଉଠିଛି। ହାତୀପଲଙ୍କ ଗତିବିଧି ଉପରେ ବରାବର ନଜର ରଖାଯାଇଛି। ତେବେ ହାତୀଙ୍କ ସୁରକ୍ଷା ପାଇଁ […]








