ଡ୍ରଇଂରେ ଅଳ୍ପ ପାସ୍, ବହୁତ ଫେଲ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା : ହକି ବିଶ୍ବକପ୍ ପାଇଁ ରାଉରକେଲା ସହରର କାନ୍ଥ ଓ ପାଚେରିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ଜ୍ଞାନବିଜ୍ଞାନ, ସ୍ବାଧୀନତା ସଂଗ୍ରାମୀ ତଥା ହକି ଖେଳାଳିଙ୍କ ଚିତ୍ର ସବୁ ଝଲସୁଛି। ଭୁବନେଶ୍ବରରେ ମଧ୍ୟ ଏପରି କରାଯାଇଛି। ତେବେ,ଫରକ୍ ରହିଛି ଚିତ୍ରର […]









