ଚନ୍ଦନପୁର ଅଣ୍ଡରପାସ୍ ମାମଲାରେ ହାଇକୋର୍ଟଙ୍କ ଚର୍ଚ୍ଚିତ ରାୟ: ସ୍କୁଲ୍ ପିଲାଙ୍କ ସହିତ ରାସ୍ତା ପାର୍ ହେବେ ଏନ୍ଏଚ୍ଏଆଇ ଅଧିକାରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପ୍ରକଳ୍ପ ନିର୍ଦ୍ଦେଶକ ସ୍କୁଲ୍ ପିଲାଙ୍କ ସହିତ ରାସ୍ତା ପାର୍ ହେବେ। ରାସ୍ତା ପାର୍ ବେଳେ ସମସ୍ୟା ହେଉଛି କି ନାହିଁ, ତାହା ନିଜେ ଅନୁଭବ କରିବେ ଏବଂ ଘଟଣାର ଭିଡିଓ ପ୍ରସ୍ତୁତ କରି ସତ୍ୟପାଠ […]









