ମିଳିଲାନି ସରକାରୀ ପ୍ରୋତ୍ସାହନ, ଛେଳି ଚରାଉଛନ୍ତି ହକି ଖେଳାଳି ଆନନ୍ଦପାଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା: ହକିର ଅନ୍ତୁଡ଼ିଶାଳରେ ଅବହେଳିତ ହକି ଖେଳାଳି। ପ୍ରୋତ୍ସାହନ ନ ମିଳିବାରୁ ଜାତୀୟସ୍ତରର ଜଣେ ହକି ଖେଳାଳି ଏବେ ଛେଳି ଚରାଉଛନ୍ତି। ସେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ବ୍ଲକ କଲେଇପୋଷ ପଞ୍ଚାୟତ ଧମଣାଧର ଗାଁର ଆନନ୍ଦପାଲ ଟପ୍ପୋ। ଏକଦା ତାଙ୍କ […]









