ଦିଲ୍ଲୀ ପରେଡ୍ ପଡ଼ିଆରେ ପରିବେଷଣ ହେବ ସାହିଯାତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ନୂଆଦିଲ୍ଲୀର କାରିଆପ୍ପା ପରେଡ ପଡ଼ିଆରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ପୁରୀର ସାହିଯାତ। ପରେଡ୍ ପଡ଼ିଆରେ ଆୟୋଜିତ ବନ୍ଦେ ଭାରତଂ ନୃତ୍ୟ ଉତ୍ସବରେ ସ୍ଥାନ ପାଇବେ ସାହିଯାତ କଳାକାର। ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ୫ଶହ କଳାକାର ପ୍ରତିଭା […]









