ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ୍ ଚାଉଳ ଯୋଗାଣ ଅଭିଯୋଗ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୀଳଗିରି: ନୀଳଗିରିରେ ସରକାରଙ୍କ ପକ୍ଷରୁ ମିଳୁଥିବା ଟଙ୍କିକିଅ ଚାଉଳ ନକଲି! ସେଗୁଡ଼ିକ ପ୍ଲାଷ୍ଟିକ୍ ଚାଉଳ ବୋଲି ଅଭିଯୋଗ ହୋଇଛି। ବ୍ଲକ୍ ଅଧୀନ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବୟରସାହି ଗ୍ରାମବାସୀ ଶାନ୍ତିଲତା ସିଂ, ମହେଶ୍ବର ସିଂ, ଇନ୍ଦ୍ର ସିଂ, ମୁଗୁରି ସିଂ ପ୍ରମୁଖ […]









