୨୬ ଘଣ୍ଟା ପରେ ତୁଟିଲା ବିବାଦ: ଧାରଣାରୁ ଓହରିଲେ ବିଜେପି, କଂଗ୍ରେସ କର୍ପୋରେଟର୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ସାରା ରାତି ରାସ୍ତାରେ ଶୋଇବା ଏବଂ ଦୀର୍ଘ ୨୬ ଘଣ୍ଟାର ଧାରଣା ପରେ କଟକ ପୌର ନିଗମର ବିଜେପି ଓ କଂଗ୍ରେସ କର୍ପୋରେଟର ମାନଙ୍କୁ ପୌର ନିଗମ କର୍ତ୍ତୃପକ୍ଷ ମନାଇବାରେ ସଫଳ ହୋଇଛନ୍ତି। ମେୟର ସୁବାସ ସିଂହ ଓ କମିସନର […]









