ଉପାନ୍ତ ଗସ୍ମାହାରେ ଅଭିଶପ୍ତ ଜୀବନ: ବେସାହାରା ପାର୍ବତୀ ଓ କମାଙ୍କୁ ସାହା ହେବ କିଏ?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭଞ୍ଜନଗର : ଓଡ଼ିଶାରେ ନକ୍ସଲ୍ ହମ୍ଲା ଇତିହାସରେ ନୟାଗଡ଼ ହମ୍ଲା ‘ଅପରେସନ୍ ରୋପ୍ୱେ’ ଓ ନକ୍ସଲଙ୍କ ବିରୋଧରେ ଗସ୍ମାହାରେ ଅପରେସନ୍ ପୁଲିସ ବାହିନୀର ପ୍ରଥମ ସମ୍ମୁଖ ଯୁଦ୍ଧ ଆଜି ବି ଏକ ଅଭୁଲା ଅଧ୍ୟାୟ। ଏହି ଘଟଣା ପରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ […]









