ଦୁଇ ହାତୀ ମୃତ୍ୟୁ ଘଟଣାରେ ଅବହେଳା ଜଳଜଳ, ଟଙ୍କା ଜମା ପରେ ବି କେବୁଲ୍ ବିଛାଇ ନଥିଲା ବିଦ୍ୟୁତ୍ ବିଭାଗ
କେନ୍ଦୁଝର : କେନ୍ଦୁଝର ଜୁଡ଼ିଆ କୃଷି ଫାର୍ମରେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀ ପ୍ରାଣ ହରାଇବା ଘଟଣାରେ ବିଦ୍ୟୁତ୍ ବିଭାଗର ଗୋଟିଏ ପରେ ଗୋଟିଏ ଅବହେଳା ପଦାକୁ ଆସିବାରେ ଲାଗିଛି। ଖୋଲା ତାରକୁ ହଟାଇ କେବୁଲ୍ ବିଛାଇବା ପାଇଁ ବିଦ୍ୟୁତ୍ ବିଭାଗ ପାଖରେ କୃଷି ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ ଟଙ୍କା ଜମା କରିଥିଲେ। ତେବେ, କାମ ସଠିକ୍ ଢଙ୍ଗରେ ହୋଇ ନଥିବାରୁ ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲା ବୋଲି କୁହାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, କୃଷି […]