ରାଜଧାନୀର ବିଭିନ୍ନ ବାର୍ରେ ଚଢାଉ, ବିଳମ୍ବିତ ରାତି ଯାଏଁ ଚାଲିଥିଲା
ଭୁବନେଶ୍ୱର ୧୧।୦୯: ରାଜଧାନୀର ବିଭିନ୍ନ ବାର୍ କମିଶନରେଟ୍ ପୋଲିସର ଚଢାଉ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଚାଲିଥିବା ନେଇ ଚଢାଉ କରିଛି କମିଶନରେଟ୍ ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ । ବାର ଭିତରେ ଚାଲିଥିଲା ନାଚଗୀତର ଆସର । ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବିଭିନ୍ନ ବାରରେ ରହିଥିବା […]
