ବାଇକ ଓ ଟ୍ରକ୍ ଦୁର୍ଘଟଣା : ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର
ସମ୍ବଲପୁର ୧୪।୦୯: ସମ୍ବଲପୁର ଧମା ଥାନା ଛଛାନପାଲି ନିକଟରେ ବାଇକ ଓ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଲକ୍ଷ୍ମୀ ନାରାୟଣ ପଧାନ ଓ ଆହତ ଜଣକ ହେଲେ ଅକ୍ଷୟ ବରାଳ । ଦୁର୍ଘଟଣା ପରେ ଟ୍ରକ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଦୁଇ ଜଣ ବାଇକ ଆରୋହୀ […]