ଡୋନାଲ୍ଡ ଟ୍ରମ୍ଫଙ୍କ ବାୟୋପିକ୍ କରିବାକୁ ଚାହୁଁଛନ୍ତି ସଞ୍ଜୁ ବାବା, ଜାଣନ୍ତୁ କାହିଁକି…
ମୁମ୍ଵାଇ ୨୯।୦୯: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। ନିଜର ସୁନ୍ଦର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟ ଜିତି ଥାଆନ୍ତି। ତାଙ୍କ ଭିଲେନ୍ ଭୂମିକା ପାଇଁ ବେଶ୍ ଚର୍ଚ୍ଚାରେ ରୁହନ୍ତି। ସଞ୍ଜୟଙ୍କ ଜୀବନରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରଣବୀର କପୁର ମୁଖ୍ୟ ଭୂମିକାରେ ଥିଲେ। ହେଲେ ବର୍ତ୍ତମାନ ସଞ୍ଜୟ ଜଣଙ୍କ ବାୟୋପିକ୍ରେ କାମ କରିବାକୁ ଚାହୁଁଛନ୍ତି। ଏନେଇ ସେ ନିଜେ ଦି କପିଲ ଶର୍ମା ଶୋ’ରେ ଖୁଲାସା କରିଛନ୍ତି। ବାସ୍ତବରେ ସଞ୍ଜୟ ତାଙ୍କର ଏକ ଫିଲ୍ମର […]