ରାଜନୀତି ଦୁନିଆରେ ଏଣ୍ଟ୍ରି କରିବେ କଙ୍ଗନା ! ମହାରାଷ୍ଟ୍ର ସିଏମ୍ଙ୍କ ସହ କରିବେ ବୈଠକ
ନୂଆଦିଲ୍ଲୀ ୦୧।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସୁଥିବା ରିପୋର୍ଟରେ କଙ୍ଗନା ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଦାବି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଏହି ଖବର ଗୁଜବ ଏବେ ଚର୍ଚ୍ଚାକୁ ଆସିଛି । ଯଦି ରିପୋର୍ଟକୁ ବିଶ୍ଵାସ କରାଯାଏ, ତେବେ ଅଭିନେତ୍ରୀ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରେ ଭର୍ସା ବଙ୍ଗଳା ଠାରେ ଏକନାଥ ସିନ୍ଦେଙ୍କୁ […]