ଫିଲ୍ମ ନିର୍ମାତା କମଲ ମିଶ୍ରା ଗିରଫ୍, ପତ୍ନୀଙ୍କ ଉପରେ ଚଢାଇ ଦେଇଥିଲେ କାର
ମୁମ୍ଵାଇ ୨୮।୧୦: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା । କମଲଙ୍କ ପତ୍ନୀ (ଜସ୍ମିନ୍) କାରରେ ତାଙ୍କ ସ୍ଵାମୀଙ୍କୁ ଅନ୍ୟ ଏକ ମହିଳାଙ୍କ ସହ ରୋମାନ୍ସ କରୁଥିବାର ଦେଖିଥିଲେ। ଏହାକୁ ରୋକିବାକୁ ଚେଷ୍ଟା କରିବାରୁ କମଲ ତାଙ୍କ ପତ୍ନୀଙ୍କ ଉପରେ କାର ଚଢାଇ ଦେଇଥିଲେ । ଗୁରୁବାର ଦିନ ତାଙ୍କ ପତ୍ନୀ ଅଭିଯୋଗ କରିବା ପରେ ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇର ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ଏହାକୁ କେନ୍ଦ୍ର କରି ମୁମ୍ବାଇ ପୋଲିସ ଗିରଫ କରିଛି। ୧୯ […]