ସାମନ୍ଥାଙ୍କ ପାଇଁ ଚିନ୍ତିତ ହେଲେ ପୂର୍ବ ସ୍ଵାମୀ ନାଗା, ଖୁବ୍ ଶୀଘ୍ର କରିବେ ସାକ୍ଷାତ !
ମୁମ୍ଵାଇ ୦୨।୧୦: ସାଉଥ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ସେ ଏକ ଭୟଙ୍କର ରୋଗ ମାୟୋସିଟିସର ସମ୍ମୁଖୀନ ହେଉଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ସମସ୍ତେ ଚକିତ ହେବା ସହ ତାଙ୍କ ଦୃଢ ରହିବାକୁ କହିଛନ୍ତି। ଛାଡପତ୍ର ପରେ ମଧ୍ୟ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର ଏହି କଷ୍ଟ ସମୟରେ ଅଭିନେତ୍ରୀଙ୍କ ସହ ଠିଆ ହୋଇଥିବା ନେଇ ଜଣାପଡିଛି। ସୂଚନା ଅନୂଯାୟୀ ତାଙ୍କ ପୂର୍ବତନ ସ୍ଵାମୀ ନାଗା ଚୈତନ୍ୟ ଏବଂ […]




