ଏଲନ୍ ମସ୍କଙ୍କ ୟୁଟର୍ଣ୍ଣ ; ଅସ୍ଥାୟୀ ଭାବେ ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ବନ୍ଦ
ନୂଆଦିଲ୍ଲୀ: ଟ୍ବିଟର ବ୍ଲୁ ଟିକ୍କୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଏଲନ୍ ମସ୍କ । ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ଉପରେ ଲାଗିଛି ରୋକ୍ । ଏନେଇ ଘୋଷଣା କରିଛନ୍ତି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ । ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ବିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ । ଟ୍ବିଟରକୁ […]









