କଟକରେ ବିଶ୍ବକପ୍ ହକି ଉଦ୍ଘାଟନ ସମାରୋହ, ପ୍ରତିନିଧି ଦଳର ସ୍ଥିତି ସମୀକ୍ଷା
କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳିତବର୍ଷ କଟକ ସାରାବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ପୁଣି ବିଶ୍ବରେ ନିଜର ପରିଚୟ ଜାହିର କରିବାକୁ ଯାଉଛି କଟକ ସହର। ୨୦୨୩ ବିଶ୍ବ କପ୍ ହକିର ଉଦ୍ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ହେବାକୁ ଯାଉଛି। ଜାନୁଆରି ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିଜ ଜନ୍ମସ୍ଥାନ କଟକ ସହରକୁ ବାଛିବା କଟକ ସହରବାସୀଙ୍କ ପାଇଁ ଉତ୍ସାହର କାରଣ ହୋଇଛି। […]









