ଓଡ଼ିଆ ଭାଷାକୁ କେନ୍ଦ୍ରୀୟ ସଂସ୍ଥା ବି କଦର୍ଥ କରୁଛି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି) ଦ୍ବାରା ପରିଚାଳିତ ପରୀକ୍ଷାରେ ଓଡ଼ିଆ ଭାଷାକୁ କଦର୍ଥ କରାଯିବା ବିବାଦ ନ ଥମୁଣୁ ଏଭଳି ଆଉ ଗୋଟିଏ ବିବାଦୀୟ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ(ଭାରତୀୟ […]









