୪% ସୁଧ ବ୍ୟତୀତ ମିସନ୍ ଶକ୍ତିର ସଂପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାରଙ୍କର: ବିଜେପି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ରାଜ୍ୟର ମିସନ୍ ଶକ୍ତିଗୁଡ଼ିକୁ ରାଜ୍ୟ ସରକାର ଗତକାଲି ୧୨୫କୋଟି ସୁଧ ରିହାତି ପ୍ରଦାନ କରିବା ପରେ ଏହାକୁ ନେଇ ବିେଜପି ପ୍ରତିବାଦ କରିଛି। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ […]









