ଅଧ୍ୟାପନା ପାଇଁ ବାଇଡେନ ବର୍ଷକୁ ୧ ନିୟୁତ ଡଲାର ନେଇଛନ୍ତି, କିନ୍ତୁ ଦିନଟିଏ କ୍ଲାସ୍ କରିନାହାନ୍ତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉପରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ପେନ୍ସିଲଭାନିଆ ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିଲା। ସେଥିପାଇଁ ତାଙ୍କୁ ବର୍ଷକୁ ୧ ନିୟୁତ ଡଲାର ଦିଆଯାଉଥିଲେ ମଧ୍ୟ ସେ ଦିନଟିଏ ମଧ୍ୟ […]









