ରାଜ୍ୟ

କଳିଙ୍ଗ ବିହାରରେ ହେବ ସାପ୍ତାହିକ ହାଟ: ପ୍ରକଳ୍ପସ୍ଥଳ ବୁଲିଦେଖିଲେ କମିସନର

କଳିଙ୍ଗବିହାର ସାପ୍ତାହିକ ହାଟ ହେବା ପରେ ମୁଖ୍ୟ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ। ପରିବା ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଖରା ଓ ବର୍ଷାରେ ସୁରକ୍ଷିତ ଭାବେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ। ରାଉରକେଲା: କଳିଙ୍ଗ ବିହାର ମୁଖ୍ୟ ରାସ୍ତାରୁ ପରିବା ବ୍ୟବସାୟୀ ହଟିବେ। ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କଳିଙ୍ଗବିହାର ସଙ୍କଟମୋଚନ ମନ୍ଦିର ନିଟସ୍ଥ ଖାଲି ସ୍ଥାନରେ ସାପ୍ତାହିକୀ ହାଟ ନିର୍ମାଣ କରିବାକୁ ଯାଉଛି। ଆର୍‌ଏମ୍‌ସି କମିସନର […]

ରାଜ୍ୟ

ବାଧକ ସାଜିଲା କୋହଲାପାଗ: ‌ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ବିମାନ

କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା। ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ। ରାଉରକେଲା: ରାଜ୍ୟପାଳ ରଘୁବର ଦାସଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବାତିଲ ହୋଇଛି। କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ […]

ରାଜ୍ୟ

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀରେ ବିଶାଳ ଗଣଦୌଡ଼

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଏବଂ  ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ। ଭୁବନେଶ୍ବର/ଫୁଲବାଣୀ/ତୁମୁଡ଼ିବନ୍ଧ: ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଏବଂ  ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ। ଏହି ବିଶିଷ୍ଟ ବ୍ୟକ୍ତିମାନେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ […]

ରାଜ୍ୟ

ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ

ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମତ ରଖିଛନ୍ତି। ସେ କହିଛନ୍ତି, ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ମାନଙ୍କୁ ମାର୍ଗଦର୍ଶିକା ଦିଆଯାଇଛି। ଭୁବନେଶ୍ବର: ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମତ ରଖିଛନ୍ତି। ସେ […]

ରାଜ୍ୟ

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନ

ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ। ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ।  ଏହାଛଡ଼ା ଆସନ୍ତା ୨୮ ତାରିଖରେ […]

ରାଜନୀତି ରାଜ୍ୟ

ବିଭିନ୍ନ ବୁଥ୍‌ରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ

ଯାଜପୁର/କାକଟପୁର/ନିମାପଡା : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥ୍‌ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ବ ହୋଇପାରିନି। କାକଟପୁର ପଞ୍ଚାୟତର ୧୫୭ ନମ୍ବର ବୁଥ୍‌ରେ ଇଭିଏମ ଅଚଳ ହୋଇପଡ଼ିଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ସେହିପରି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୨୬୩ ଓ ୨୬୪ ବୁଥ୍‌ରେ ଇଭିଏମ ଅଚଳ। ନାଗପୁରର ୧୩୯ ନମ୍ବର ବୁଥ୍‌ରେ ଅଚଳ। ଭୋଟର ମତଦାନ କରିବାକୁଧାନିବାନ୍ଧି ରହିଛନ୍ତି। ନୂଆଖୋଲମରା ପଂଚାୟତର ୧୦୨ ବୁଥ୍‌ର ଇଭିଏମ ଅଚଳ ହୋଇଛି। […]

ରାଜନୀତି ରାଜ୍ୟ

ଭୋଟ୍ ନଦେଇ ଫେରିଲେ ଭୋଟର

ଯାଜପୁର : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥରେ ଇଭିଏମ ଅଚଳ। ଆରମ୍ବ ହୋଇପାରୁନି ମତଦାନ। ସକାଳ ୬ ରୁ ଲୋକ ଧାଡ଼ିରେ  ଠିଆ ହୋଇଥିଲେ। ତେବେ ଜଣେ ଭୋଟ ଦେବା ପରେ ମତଦାନ ବନ୍ଦ ରହିଛି। ଇଭିଏମ ଅଚଳ ଯୋଗୁ ମତଦାନ ଆରମ୍ଭ ହୋଇ ପାରି ନଥିଲା। ଫଳରେ ଭୋଟରଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଭୋଟ ନ ଦେଇ ପାରି ବିରକ୍ତ  ହୋଇ ଭୋଟର ଘରକୁ ଫେରିଯାଇଛନ୍ତି।

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ

କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦ ବର୍ଷ ବୟସ ଟପିଲା ପରେ ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ସଂଗୀତ ବହୁତ ଉପକାରୀ ବୋଲି ୟୁନାଇଟେଡ କିଙ୍ଗଡମ୍‌ର ଏକ୍ସେଟର ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଏକ ଦଶନ୍ଧି ଧରି ବିଭିନ୍ନ ବୟସର ୨୫,୦୦୦ ଲୋକଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ସେମାନେ ଏପରି ନିର୍ଯାସ ପାଇ ପାରିଛନ୍ତି। ବାଦ୍ୟଯନ୍ତ୍ର […]

ଅପରାଧ ସ୍ପେଶାଲ ରିପୋର୍ଟ

ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

 ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ । ପୁରୁଣା ମାମଲାର ଦାଗିଙ୍କୁ ଖୋଜୁ ଖୋଜୁ ୨୩ ବର୍ଷ ପରେ ଏହି ଅପରାଧୀଙ୍କୁ ମାଡି ବସିଲା ପୁଲିସ । ହେଲେ ସାଧୁବେଶଧାରୀ ଅପରାଧୀକୁ ଧରିବାକୁ ପୁଲିସକୁ ବି ଅନେକ କସରତ୍୍ କରିବାକୁ ପଡିଥିଲା । ପୁରା ଘଟଣା କ’ଣ? ପୁଲିସର ତଥ୍ୟ ମୁତାବକ, ଅପରାଧୀ ଜଣକ ହେଉଛୀ ରାକେଶ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ: ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର: ରାଜ୍ୟରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସେ ପୁରୀରୁ ରାୟପୁର, ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦକୁ […]