କୋରାପୁଟକୁ ଲେଉଟିଲା ଆନ୍ଥ୍ରାକ୍ସ, ୩ ଆକ୍ରାନ୍ତ ଚିହ୍ନଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବୈପାରିଗୁଡ଼ା : କୋରାପୁଟ ଜିଲ୍ଲାକୁ ପୁଣି ଲେଉଟିଛି ମାରାତ୍ମକ ରୋଗ ଆନ୍ଥ୍ରାକ୍ସ। ବୈପାରିଗୁଡ଼ା ବ୍ଲକ୍ ଦଣ୍ଡାବାଡ଼ି ପଞ୍ଚାୟତର ଭିଙ୍ଗରାଯୋଡ଼ି ଗ୍ରାମରୁ ୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇଟି ବଳଦ ମରିବା ପରେ ମାଂସ ଖାଇବାରୁ ସେମାନେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। […]









