ବିକିନି ପିନ୍ଧି ବୋଲ୍ଡ ଅନ୍ଦାଜ୍ରେ ଫଟୋ ସେୟାର କଲେ କରିସ୍ମା କପୁର, ଇଣ୍ଟରନେଟ୍ରେ ଲଗାଇଲା ନିଆଁ
ନୂଆଦିଲ୍ଳୀ ୦୬।୦୬ : ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ ଜଣେ । ପରଫେକ୍ଟ ଫିଗରର ସହ ଡ୍ୟାନ୍ସ, ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। ଦୁଇଟି ସନ୍ତାନର ମାଆ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । କରିସ୍ମା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସବୁବେଳେ ପର୍ସନାଲ୍ ଏବଂ ପ୍ରୋଫେସନାଲ୍କୁ ନେଇ ଅପଡେଟ୍ ଦିଅନ୍ତି । ନିକଟରେ […]