PUBG ଖେଳିବାକୁ ମନା କରିବାରୁ ମା’କୁ ଗୁଳି ମାରିଲା ପୁଅ, ଦୁଇ ଦିନ ରୁମ୍ ଫ୍ରେନ୍ସର ମାରି ଲୁଚାଇ ରଖିଲା ଶବ
ନୂଆଦିଲ୍ଲୀ ୦୮।୦୬: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ହୋଶ ଉଡାଇ ଦେଇଛି। ଏହା ବିଶ୍ବାସ କରିବା ଅସମ୍ଭବ । ଯେଉଁଠାରେ ଜଣେ ପିଲାଟିକୁ PUBG ଖେଳିବାକୁ ବାରଣ କରିଥିବାରୁ ନିଜ ମା’ଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅନୁସନ୍ଧାନ କରିବାରୁ ଜଣାପଡିଛି ଯେ ପିଲାଟିକୁ PUBG ଖେଳ ପ୍ରତି ନିଶା ଥିଲା। ମା’ଙ୍କ ଗାଳିଗୁଲଜ ହେତୁ ପୁଅଟି ଲାଇସେନ୍ସ ପ୍ରାପ୍ତ ରିଭଲଭର ସାହାଯ୍ୟରେ […]