ଅପରାଧ ଦେଶ ବିଦେଶ

ଦିନକ ପରେ କନିଆ ସାଜିବେ ନୟନ୍ତରା, ୬ବର୍ଷ ଧରି ନିର୍ଦ୍ଦେଶକଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ ୦୮।୦୬: ସାଉଥର ଶ୍ରେଷ୍ଠ ଅଭିନେତ୍ରୀଙ୍କ ନାମ କଥା କହିଲେ ସେହି ତାଲିକାରେ ନୟନ୍ତରାଙ୍କ ନାମ ଆସିବ। ବଡ ବଡ କଳାକାରଙ୍କ ସହ କାମ କରିଥିବା ନୟନ୍ତରା ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଏବଂ ବର୍ତ୍ତମାନ ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ବିବାହ ତାରିଖ ଘୋଷଣା କରାଯାଇଛି। କୁହାଯାଉଛି ଜୁନ୍ ୯ରେ ନୟନ୍ତରା ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିବେ। ସାଉଥର ମହାବାଲିପୁରର ଏକ ରିସୋର୍ଟରେ […]

ଅପରାଧ ରାଜ୍ୟ

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାପା ଓ ପୁଅ ମୃତ

ଖୋର୍ଦ୍ଧା ୮।୬: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚକାପଦାଠାରେ ବାଇକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ବାପା ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମଧୁସୂଦନ ଓ ତାଙ୍କ ପୁଅ ବୋଲଗଡରୁ କୌଣସି କାର୍ଯ୍ୟରେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚକାପଦାଠାରେ ସାମ୍ନା ପଟୁ ଦ୍ରୁତ ଗତିରେ […]

ଦେଶ ବିଦେଶ ମନୋରଞ୍ଜନ

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା, କହିଲେ-ଆମ ଦେଶ ଆଫଗାନିସ୍ତାନ ନୁହେଁ

ଆଦିଲ୍ଲୀ ୦୮।୦୬: ବିଜେପି ଅର୍ଥାତ୍ ଭାରତୀୟ ଜନତା ପାର୍ଟି ପେଗମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ମୁଖପାତ୍ର ନୁପୁର ଶର୍ମାଙ୍କୁ ନିଲମ୍ବିତ କରାଯାଇଛି। ଏହି ପ୍ରସଙ୍ଗରେ ବଢୁଥିବା ସମସ୍ୟାକୁ ଦେଖି ନୁପୁର ମଧ୍ୟ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ମାଗିଛନ୍ତି। କିନ୍ତୁ ଏହି ସମୟରେ କଙ୍ଗନା ନୁପୁରଙ୍କୁ ସମର୍ଥନ କରିଛନ୍ତି। ନିକଟରେ ଏକ ଡିବେଟ୍‌ ଶୋ’ରେ ନୁପୁର ଶର୍ମା ମହମ୍ମଦଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ଆରବ […]

ଅପରାଧ ରାଜ୍ୟ

ବସ୍‌କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ହେଲପର ଗୁରୁତର

ସୋର ୮।୬: ବସ୍‌କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ହେଲପର ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ମେଡ଼ିକାଲ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଆସି ‘ଚକାଡୋଳା’ ନାମକ ଘରୋଇ ଯାତ୍ରୀବାହୀ ଖଇରା ମେଡ଼ିକାଲ ନିକଟରେ ମଙ୍ଗଳବାର ରାତିରେ ଠିଆ ହୋଇଥିଲା । ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ […]

ଖେଳ ଦେଶ ବିଦେଶ

ବାବର ଭାଙ୍ଗିପାରନ୍ତି ବିରାଟଙ୍କ ବିଶ୍ୱ ରେକର୍ଡ, ଆଉ ଦରକାର ମାତ୍ର ୯୮ ରନ୍‌

ମୁମ୍ବାଇ ୦୮।୦୬ : ଭାଙ୍ଗିପାରେ ରନ୍‌ ମେସିନ୍‌ଙ୍କ ରେକର୍ଡ । ପାକିସ୍ତାନର ଷ୍ଟାର୍‌ ବ୍ୟାଚସମ୍ୟାନ୍‌ ବାବର ଆଜମ୍‌ଙ୍କୁ ଆଉ ଦରକାର୍‌ ୯୮ ରନ୍‌ । ଯାହାଫଳରେ ସେ ଭାଙ୍ଗିପାରନ୍ତି ବିରାଟ କୋହଲିଙ୍କ ରେକର୍ଡ । ଜୁନ୍‌ ୮ ତାରିଖରୁ ଆରମ୍ଭ ହେବ ପାକିସ୍ତାନ ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ । ପାକିସ୍ତାନର କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍‌ର ସମସ୍ତ ମ୍ୟାଚ୍‌ । ଇଣ୍ଡିଜ୍‌ ଟିମ୍‌ର ନୂତନ ଅଧିନାୟକ ଭାବେ ଦାୟିତ୍ୱ ନେଇଥିବା ନିକୋଲସ ପୁରନ୍‌ ସିରିଜ୍‌ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସତର୍କ ଘଣ୍ଟି ! ମହାରାଷ୍ଟ୍ରରେ ବଢ଼ିଲା ୮୧ ପ୍ରତିଶତ କରୋନା ମାମଲା; ମୁମ୍ୱାଇରେ ଦୁଇଗୁଣ ହେଲା ସଂକ୍ରମଣ

ମୁମ୍ୱାଇ ୦୭/୦୬ : ମଙ୍ଗଳବାର ମହାରାଷ୍ଟ୍ରରେ ୧୮୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ କରୋନାର ୮୧ ପ୍ରତିଶତ ମାମଲା ବଢ଼ିଥିବା ଦେଖାଯାଇଛି ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ଫେବୃଆରୀ ୧୮ ପରେ ମଙ୍ଗଳବାର ସବୁଠାରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛିଯେ ଏହା ମଧ୍ୟରେ ଜଣେ ସଂକ୍ରମିତଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। କରୋନାର ଏପରି ସଂକ୍ରମଣ ବଢ଼ିବା ବର୍ତ୍ତମାନ ପାଇଁ ସତର୍କ […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ : ଶହେ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ଭଦ୍ରକ ୦୮।୦୬ : ଭଦ୍ରକ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ର ଚଢାଉ । ୧୦୦ ଲିଟରରୁ ଅଧିକ ଦେଶୀ ରନ୍ଧା ଜବତ ସହ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୦୮।୦୬: ଆଜି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନରେ ୪ ଘଣ୍ଟା ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ଵିତୀୟ ଭୋଗମଣ୍ଡପ ନୀତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୨୩୩ ସଂକ୍ରମିତ

ନୂଆଦିଲ୍ଲୀ ୦୮।୦୬: ଦେଶରେ ଆଜି ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର କରୋନା ମୃତ୍ଯୁକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି । ସେହିପରି ୩ ହଜାର ୩୪୫ ଜଣ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । […]

ଅପରାଧ ରାଜ୍ୟ

ଯୁବକକୁ ଧକ୍କା ଦେଇ ଓଲଟିପଡିଲା ବସ୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ସୋନପୁର ୮।୬: ଯୁବକକୁ ଧକ୍କା ଦେଇ ଓଲଟିପଡିଲା ବସ୍ । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନାୟକପଡା ଗାଁର ଅଭିମନ୍ୟୁ ସାହୁ । ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ବିଶିପଡା ଓ ନାୟକପଡା ମଝିରେ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ପତି ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍ ବାହାଘର ସାରି ବୀରମହାରାଜପୁରକୁ ଫେରୁଥିଲା । ଗାଡିରେ କୌଣସି ଯାତ୍ରୀ ନଥିବାବେଳେ ଦ୍ରୁତ ଗତିରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । […]