ATMରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ
ବାରିପଦା ୮।୬: ଏଟିଏମ୍ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବତି ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍ରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ବାରିପଦା ଏସଡିପିଓଙ୍କ ସହ ଝାରପୋଖରିଆ ପୋଲିସ, ତଦନ୍ତକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି […]