କଟକରେ ବ୍ୟାପିଲା କରୋନା, ଘରୋଇ ଛାତ୍ରାବାସରୁ ଚିହ୍ନଟ ହେଲେ ୧୩ ସଂକ୍ରମିତ
କଟକ ୯।୬: ଘରୋଇ ଛାତ୍ରାବାସରୁ ଚିହ୍ନଟ ହେଲେ ୧୩ ଜଣ କରୋନା ସଂକ୍ରମିତ । କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସର ୧୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତଦାରଖ ପାଇଁ ହଷ୍ଟେଲରେ ଜିଲ୍ଲା ଓ ମହାନଗର ନିଗମର ହେଲ୍ଥ ଟିମ୍ ପହଞ୍ଚିଥିବା ଜଣାପଡିଛି । ତେବେ ସମସ୍ତ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ । ମୋଟ୍ ୫୭ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍ ଚିହ୍ନଟ […]