ହାଜତ ମୃତ୍ୟୁ ପୁଲିସର ପାଗଳପଣକୁ ଦର୍ଶାଉଛି, ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟୁଛନ୍ତି: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ: ଜେଲ୍ ଭିତରେ କଏଦୀଙ୍କ ମୃତ୍ୟୁକୁ ନେଇ ରାଗିଲେ ମାଡ୍ରାସ୍ ହାଇକୋର୍ଟ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟ ପୁଲିସ ବିଷୟରେ ଅଭିଯୋଗ ଶୁଣିବାକୁ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଉ ବୋଲି କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ଜେଲ୍ ଭିତରେ ମୃତ୍ୟୁ(କଷ୍ଟୁଡିଆଲ ଡେଥ୍) ସମ୍ପୃକ୍ତ ପୁଲିସଙ୍କର ପାଗଳପଣକୁ ଦର୍ଶାଉଛି ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ” ହାଜତ ମୃତ୍ୟୁ ପୁଲିସ ପାଗଳ ହୋଇଯାଇଥିବା ଦର୍ଶାଉଛି। ମଣିଷର ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟୁଛନ୍ତି।” ପୁଲିସ ନାଁରେ […]