PUBG ନେଲା ଜୀବନ : ବାପା ଗେମ୍ ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲା ପୁଅ
ନୂଆଦିଲ୍ଳୀ ୧୩।୦୬ : PUBG ମୋବାଇଲ୍ ଗେମ୍ କ୍ରେଜ୍ ଏତେ ଖରାପ ଯେ ଛୋଟ ପିଲା ସହ ଏବେକା ଯୁବ ପିଢିଙ୍କୁ ନିଶା ହୋଇଯାଇଛି । ଖେଳରେ ଏତେ ମାତୁଛନ୍ତି କି ତାଙ୍କ ଏହି ଗେମ୍ ବ୍ୟତୀତ ଆଉ କିଛି ଦେଖାଯାଉ ନାହିଁ । ଯାହା ଫଳରେ ସେମାନେ ଭୟଙ୍କର ପଦକ୍ଷେପ ନେଉଛନ୍ତି। ନିଜ ଜୀବନକୁ ବିପଦରେ ପକାଉଥିବା ବେଳେ ଅନ୍ୟମାନଙ୍କ ଜୀବନ ନେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପାଟନା ଜିଲ୍ଲାର ଅଥମାଲଗୋଲା ଠାରୁ ଏକ […]