ରାଜ୍ୟ ରାଶିଫଳ

ଜୁନ୍‌ ୨୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ । ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- ପାଠପଢାରେ […]

ଅପରାଧ ରାଜ୍ୟ

ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ

ବାଲିପାଟଣା ୨୩/୦୬: ବେଆଇନ୍ କରତକଳ ଉପରେ ଚଢାଉ । ବାଲିପାଟଣା ବନାଞ୍ଚଳ ଅଧିନ ସରିପୁର ଏବଂ ଡେଙ୍ଗ ଠାରେ ଥିବା ୨ଟି କରତକଳ ଉପରେ ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ଜବତ ହୋଇଛି । ଏହା ସହ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଭଳି ବହୁ ମୂଲ୍ୟବାନ୍ କାଠ ମଧ୍ୟ ଜବତ ହୋଇଛି । ବାଲିପାଟଣା ବନାଞ୍ଚଳ ଅଧିନରେ ଅନେକ ବେଆଇନ୍ କରତକଳ ଗଢି ଉଠିଛି । ଏହାକୁ ନେଇ […]

ମନୋରଞ୍ଜନ ରାଜ୍ୟ

ଜୀ ସାର୍ଥକର ଅଭିନବ ପ୍ରୟାସ, ମହିଳାଙ୍କୁ ସଚେତନ ପାଇଁ ଆରମ୍ଭ ‘ନାଲି ବିନ୍ଦୁ’ ଅଭିଯାନ

ଭୁବନେଶ୍ୱର ୨୨।୦୬: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚିଯାଇଛି । ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ […]

ଅପରାଧ ରାଜ୍ୟ

କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ, ସୁରକ୍ଷା ଦୃଷ୍ଟିରୁ ଅଧିକରୁ ଅଧିକ ସିସିଟିଭି ଲଗାଇବାକୁ ସହରବାସୀଙ୍କ ଦାବି

କଟକ ୨୨।୬: କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ । ଅପରାଧ ଦମନ ପାଇଁ ପୋଲିସ ଯେତେ ପଇଁତରା ମାରିଲେ ବି ଅପରାଧୀ କିନ୍ତୁ ନୂଆ ନୂଆ ତରିକା ଆପଣାଇ ଘଟାଇ ଚାଲିଛନ୍ତି ଅପରାଧ । ଅପରାଧୀଙ୍କ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଫେଲ୍‌ ମାରିବା ଭଳି ମନେ ହେଉଛି । କାରଣ କେଉଁଠି ସିସିଟିଭି କାମ କରୁନି ତ ଆଉ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତହସିଲରେ ସରକାରୀ ଅର୍ଥ ଅପବ୍ୟବହାର ଘଟଣା, ବନ୍ଧାହେଲେ ସେକ୍ସନ ଅଫିସର

ଯାଜପୁର ୨୨/୦୬ : ବନ୍ଧାହେଲେ ଯାଜପୁର ବିଂଝାରପୁର ତହସିଲର ସେକ୍ସନ ଅଫିସର । ସେକ୍ସନ ଅଫିସର ଜଣଙ୍କ ହେଉଛନ୍ତି ଅଜୟ କୁମାର ସାହୁ । ୨୦୦୬ ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟିରୁ ଅଧିକ ସରକାରୀ ଅର୍ଥ ଅପବ୍ୟବହାର ଘଟଣାରେ ଯାଜପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ପୂର୍ବରୁ ଅଜୟ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେହି ଘଟଣାର ମୁଖ୍ୟ କାର୍ପଟଦାର ରଜତ ରାଉତଙ୍କୁ କିଛି […]

ଅପରାଧ ରାଜ୍ୟ

ରାଜସ୍ଥାନରେ ଲଜ୍ଜା : ତିନି ପିଲାର ମାଙ୍କ ସହ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଏବଂ ୩ ସାଥୀ ଫେରାର

ଜୟପୁର ୨୨।୦୬ : ରାଜସ୍ଥାନ ଉଦୟପୁରରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ତଥା ତିନି ପିଲାଙ୍କର ମାଆଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀ ସାମିଲ ଥିବା ସୂଚନା ମିଳିଛି । ଏବେବି ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଆପବିତି ଥାନାରେ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀଙ୍କ ନାଁରେ ଗଣଦୁଷ୍କର୍ମ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ର ମହାନାଟକ: CM ଉଦ୍ଧବ ଠାକରେ କରୋନା ସଂକ୍ରମିତ

ମହାରାଷ୍ଟ୍ର ୨୨/୦୬ : ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିଥିବା ନଜର ଆସୁଛି । ଏହାରି ଭିତରେ ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଲନାଥଙ୍କୁ କଂଗ୍ରେସ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଚାଳକ ଫେରାର

ଚାନ୍ଦବାଲି ୨୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଦର ପଟ୍ରୋଲ ପମ୍ପ୍ ନିକଟରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍‌ ଭ୍ୟାନକୁ ଜବଦ କଲା ଚାନ୍ଦବାଲି ପୋଲିସ । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ବୁଧବାର ବଳମ୍ବିତ ରାତିରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରିଛି । କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶୀପୁର ଅଞ୍ଚଳରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ଚାନ୍ଦବାଲି ପୋଲିସ ଖବର ପାଇ ଚୋରା […]

ଅପରାଧ ରାଜ୍ୟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ […]