ଅପରାଧ ରାଜ୍ୟ

ଦୋକାନ ଭିତରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଇରଙ୍ଗପୁର ୨୩।୬: ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ । ରାଇରଙ୍ଗପୁର ସହରର ବଜାର ନିକଟ ଧରମଗଳିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୀର କିଶୋର ସାମଲ । ବୀର ସାମଲଙ୍କର ଏକ ତେଜରାତି ଦୋକାନ ଅଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବୀର ଗାଧୋଇ ସାରି ଦୋକାନ ଖୋଲିବାକୁ ବଜାରକୁ ଆସିଥିଲେ । ତେବେ କିଛି ସମୟ ପରେ କେହି ଜଣେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଯେ ବୀରଙ୍କ ଚପଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନବମ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଆଜି ବି ଲାଗି ହେବ ଓଷ

ପୁରୀ ୨୩।୦୬: ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର। ଆଜି ଅନବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ। ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ। ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ […]

ଅପରାଧ ଦେଶ ବିଦେଶ

ଡ୍ରଗ୍ସ ମାମଲାରେ ଏନ୍‌ସିବିର ପୁଣି ଆକ୍ସନ: ରିୟା ଚକ୍ରବର୍ତ୍ତୀ ଓ ଭାଇ ଶୋଭିକଙ୍କ ବିରୋଧରେ ଅଭିଯୋଗ, ଆସନ୍ତା ୧୨ରେ ଶୁଣାଣି

ନୂଆଦିଲ୍ଲୀ ୨୩।୦୬: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଖଲ କରାଯାଇ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟକୁ ପଠାଇଛି। ଯେଉଁଥିପାଇଁ ପରବର୍ତ୍ତୀ ଶୁଣାଣି ୧୨ ଜୁଲାଇ ୨୦୨୨ ରେ ହେବ । ତେବେ କୋର୍ଟ ରିୟାଙ୍କ ବିରୋଧରେ ମାମଲା ରୁଜୁ କରି ନାହାଁନ୍ତି। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର […]

ଅପରାଧ ରାଜ୍ୟ

ଅଭିନେତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ଼ : ତିନି ମାସର ଗର୍ଭବତୀ ଥିଲେ ରଶ୍ମିରେଖା, ପୁରୁଷ ବନ୍ଧୁ ଫେରାର

ଭୁବନେଶ୍ୱର ୨୩।୦୬: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଏହି ଖବର ଜଣାପଡ଼ିବା ପରେ ପୁଲିସ୍‌କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ପୁଲିସ୍‌ ୨ଟି ଟିମ୍‌ […]

ଦେଶ ବିଦେଶ ମନୋରଞ୍ଜନ

ଶାହରୁଖଙ୍କ ଫିଲ୍ମ ‘ଜୱାନ’ରେ ଏଣ୍ଟ୍ରି କରିବେ ଦୀପିକା, ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଆସିବେ ନଜର

ନୂଆଦିଲ୍ଲୀ ୨୩।୦୬: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଖୁବ୍‌ ଚର୍ଚ୍ଚାରେ । ଶାହାରୁଖ ଖାନଙ୍କ ବିପକ୍ଷରେ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ସୁପର ହିଟ୍ ହୋଇଥିଲା । ଏହା ସହ ଶାହାରୁଖ ଏବଂ ଦୀପିକାଙ୍କ ଯୋଡିକୁ ପ୍ରଶଂସକ ବହୁତ ଭଲ ପାଇଥିଲେ । ଏବେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ସୁସ୍ମିତା ସେନ୍‌ଙ୍କ ଭାଇ-ଭାଉଜ୍‌ଙ୍କ ସମ୍ପର୍କରେ ଫାଟ, ରାଜୀବଙ୍କୁ ଛାଡପତ୍ର ଦେବେ ଚାରୁ!

ମୁମ୍ବାଇ ୨୩।୦୬: ଟିଭି ଅଭିନେତ୍ରୀ ଚାରୁ ଅସୋପା ଏବଂ ରାଜୀବ ସେନ୍ ଅନେକ ଥର ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥାଆନ୍ତି। ବିବାହର କିଛି ସମୟ ପରେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବଙ୍କ ଜୀବନରେ ଉତ୍ତେଜନା ଦେଖାଦେଇଥିଲା। ଯାହା ବିଷୟରେ ଖୁବ୍ ଆଲୋଚନା ହେଉଥିଲା। ବାସ୍ତବରେ, ବିବାହ ପୂର୍ବରୁ, ରାଜୀବ ଏବଂ ଚାରୁ ଡେଟ କରୁଥିଲେ। ବିବାହ କରିବା ପରେ ସେମାନଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା। ହେଲେ ହଠାତ୍‌ ଦୁହିଁଙ୍କ ମଧ୍ୟରେ ମତଭେଦ ହେବାର ଖବର […]

ଦେଶ ବିଦେଶ ମନୋରଞ୍ଜନ

ରାକ୍ଷୀ ଏବେ ଚାହୁଁଛନ୍ତି ୧୬ ବର୍ଷର ବୟଫ୍ରେଣ୍ଡ, ଆଦିଲ୍‌ଙ୍କୁ ନେଇ କହିଲେ ଏପରି କଥା

ମୁମ୍ବାଇ୨୩।୦୬: ବଲିଉଡ୍‌ର କନ୍‌ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ଆଲୋଚନାର ବିଷୟ ପାଲଟିଛନ୍ତି ରାକ୍ଷୀ। ତାହା ପୁଣି ପ୍ରେମିକ ଆଦିଲଙ୍କ କାରଣରୁ। ରାକ୍ଷୀଙ୍କ ଜୀବନରେ ଆଦିଲଙ୍କ ଆସିବା ଦିନଠାରୁ, ସେ ତାଙ୍କ ସହିତ ସବୁଠାରେ ସ୍ପଷ୍ଟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ରାକ୍ଷୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଆଦିଲଙ୍କ ହାତ ଧରି ୧୬ ବର୍ଷର ପ୍ରେମିକ ବିଷୟରେ କହୁଛନ୍ତି। ନିକଟରେ ବିମାନବନ୍ଦରରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା […]

ଅପରାଧ ରାଜ୍ୟ

ଜମିଜମା ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, କଟୁରୀରେ ମରଣାନ୍ତକ ଆକ୍ରମଣ

ସାଲେପୁର ୨୩।୬: ଜମିଜମା ବିବାଦକୁ କେନ୍ଦ୍ରକରି ପରିବାର ଲୋକଙ୍କୁ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ରାଘବପୁର ଗ୍ରାମରେ। ଗାଁର ବସନ୍ତ ଦାସଙ୍କ ପୁତ୍ର ବାସୁଦେବ ଦାସ ସେହି ଗ୍ରାମର ନିର୍ମଳ ପ୍ରତାପ, ସୁବାସ ପ୍ରତାପ ଓ ବର୍ଷା ପ୍ରତାପଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ବସନ୍ତ ଦାସ ଓ ବାସୁଦେବ ଦାସକୁ ଥାନାରେ ଅଟକ ରଖି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୭୩ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୨୩।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୦୬୮କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ବସ୍ତିରେ ବିଭତ୍ସ ହତ୍ୟା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମାର୍ଶାଘାଇ ୨୩।୦୬: ବସ୍ତିରେ ବିଭତ୍ସ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତକଙ୍କ ନାମ ପ୍ୟାରୁନ୍‌ ବିବି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖିଛି । ଖବର ଅନୁଯାୟୀ, ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁର ସୟଦ ମାନାନା ଅଲ୍ଲୀ ବୁଧବାର ବିଳମ୍ଵିତ ରାତିରେ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ପ୍ୟାରୁନ ବିବିଙ୍କୁ […]