ଅପରାଧ ରାଜ୍ୟ

ନକଲି ସିମେଣ୍ଟ କାରଖାନା ଠାବ, ୭ ଅଟକ

ଯାଜପୁର ୨୫।୦୬: ନକଲି ସିମେଣ୍ଟ କାରଖାନା ଠାବ। କଳିଙ୍ଗନଗର ଥାନା ଗୋଲାଗାଁ ନିକଟରେ ଠାବ ହେଲା ନକଲି ସିମେଣ୍ଟ କାରଖାନା । ୨୦୦ ବସ୍ତାରୁ ଅଧିକ ନକଲି ସିମେଣ୍ଟ ବସ୍ତା ଜବତ କଲା ପୋଲିସ। କାରବାରରେ ସମ୍ପୃକ୍ତି ଥିବା ୭ ଜଣ ଥାନାରେ ଅଟକ ରଖିଛି ପୋଲିସ। ଖବର ଅନୁଯାୟୀ, ଯାଜପୁର କଳିଙ୍ଗନଗର ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲୁଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ କଳିଙ୍ଗନଗର ଥାନା ପୋଲିସ […]

ଅପରାଧ ରାଜ୍ୟ

କଖାରୁ ଗଛ ଓପଡାକୁ ନେଇ ତୁମୁଳକାଣ୍ଡ, ନାତିର ଠେଙ୍ଗା ମାଡରେ ଆଈର ମୃତ୍ୟୁ

ସମ୍ବଲପୁର ୨୫/୦୬: ନାତିର ଠେଙ୍ଗା ମାଡରେ ଆଈର ମୃତ୍ୟୁ । କଖାରୁ ଗଛ ଓପାଡି ଦେବାରୁ ଆଇକୁ ଠେଙ୍ଗାରି ପିଟି ହତ୍ୟା । ସମ୍ବଲପୁର କିସିଣ୍ଡା ଥାନା ବଲମ ପିତାବଳୀପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ସୁକାନ୍ତୀ ମୁଣ୍ଡା । ଗତକାଲି ରାତିରେ ଏହି ଘଟଣା ଘଟିଥିବାବେଳେ ପୋଲିସ ୨ ଜଣ ନାତିଙ୍କୁ ଗିରଫ କରିଛି । ନାତି ପରମେଶ୍ବରଙ୍କ ସ୍ତ୍ରୀ ଏକ କଖାରୁ ଗଛ ଲଗାଇଥିବାବେଳେ ତାକୁ କିଏ ଓପାଡି […]

ଅପରାଧ ରାଜ୍ୟ

ରାଉରକେଲାରେ ଏନ୍‌କାଉଣ୍ଟର : ଅପରାଧୀ ଗୁରୁତର, AK-47 ଜବତ

ରାଉରକେଲା ୨୫।୦୬: ରାଉରକେଲାରେ ଏନକାଉଣ୍ଟର। ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ RGHରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଅପରାଧୀ ହେଲେ ବିଶ୍ବଜିତ ସାହୁ । ତାଙ୍କ ବାମ ଗୋଡରେ ବାଜିଛି ଗୁଳି ।ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନ୍‌କାଉଣ୍ଟରରେ ଅପରାଧୀ ଠାରୁ ଗୋଟିଏ AK-47 ରାଇଫଲ୍, ଗୋଟିଏ ପିସ୍ତଲ, ୧୫ରୁ […]

ଅପରାଧ ରାଜ୍ୟ

ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ ୨୫।୬: ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଦ କାଉଣ୍ଟର ପଛ ପଟେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଇଲା । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା : ଡିଏସପି ସସପେଣ୍ଡ୍, ତଦନ୍ତ କରିବେ ଏଡିଜିପି

ନୂଆଦିଲ୍ଲୀ ୨୫/୦୬: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୱାଏନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ରାଜ୍ୟ ସରକାର ଆକ୍ସନ ନେଇଛନ୍ତି । ସରକାର ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ତଦନ୍ତ ପାଇଁ ଏଡିଜିପିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହାସହ କଲପେଟ୍ଟା ଡିଏସକିଙ୍କୁ ମଧ୍ୟ ସରକାର ନିଲମ୍ବନ କରିଛନ୍ତି । କେରଳ ସିଏମଓ ଅନୁସାରେ, ଏଡିଜିପି ମାମଲାର ଯାଞ୍ଚ କରିବେ । ଏକ ସପ୍ତାହ ମଧ୍ୟରେ ତାଙ୍କୁ ରିପୋର୍ଟ ଦେବାକୁ […]

ଅପରାଧ ରାଜ୍ୟ

SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର ୨୫।୬: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁଟ୍ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁଟ୍ ହୋଇଛି । ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍‌ରୁ କେତେ ଟଙ୍କା […]

ଦେଶ ବିଦେଶ ମନୋରଞ୍ଜନ

କାର୍ତ୍ତିକ୍‌ଙ୍କୁ ସ୍ପେଶାଲ୍‌ ଗିଫ୍ଟ ଦେଲେ ଭୂଷଣ କୁମାର, ଭାରତରେ ନାହିଁ କାହା ପାଖରେ ଏହି କାର

ମୁମ୍ବାଇ ୨୫।୦୬: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ -୨ ଗତ ମାସରେ ରିଲିଜ୍‌ ହୋଇଥିଲା ​​। ଏପର୍ଯ୍ୟନ୍ତ ଫିଲ୍ମଟିର କ୍ରେଜ୍‌ ଚାଲିଛି । ସେ ତା’ର ରୋଜଗାର ଜାରି ରଖିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ପିଲ୍ମଟି ୧୮୦ କୋଟିରୁ ଅଧିକ ରୋଜଗାର କରିଛି। କିନ୍ତୁ କାର୍ତ୍ତିକ ଅପେକ୍ଷା କରିଛନ୍ତି ଯେ ଫିଲ୍ମଟି […]

ଦେଶ ବିଦେଶ ମନୋରଞ୍ଜନ

ଅଭିଷେକଙ୍କ ପୂର୍ବରୁ ଅଜୟଙ୍କ ପ୍ରେମରେ ପଡିଥିଲେ କରିସ୍ମା, ଜାଣନ୍ତୁ କିପରି ହେଲା ବ୍ୟବସାୟଙ୍କ ସହ ବିବାହ

ମୁମ୍ବାଇ ୨୫।୦୬: ୯୦ ଦଶକର ଜଣେ ପ୍ରମୁଖ ଅଭିନେତ୍ରୀ କରିସ୍ମା କପୁର । ଯାହାର ନାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚାରେ ଥାଏ। କପୁର ପରିବାରର ଝିଅ କିନ୍ତୁ କରିସ୍ମା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହେଁ ବରଂ ଅଭିନୟ ଏବଂ ନୃତ୍ୟରେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଖୁବ୍ କମ୍ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍ କରିବା ପାଇଁ ପାଠପଢା ଛାଡିଥିଲେ। ୧୯୯୧ ମସିହାରେ ଚଳଚ୍ଚିତ୍ର ‘ପ୍ରେମ କଏଦି’ରୁ […]

ଅପରାଧ ରାଜ୍ୟ

ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଫେରାର, ମାଷ୍ଟରମାଇଣ୍ଡ ଫେରାର୍

ପୁରୁଷୋତ୍ତମପୁର ୨୫।୦୬ : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ (୫୦) ଓ ଜୟସେନ ପାଢ଼ି(୪୭)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି । ତେବେ ଜୟସେନ ପାଢ଼ିଙ୍କ ଘର ବୁରୁଟୁଲୁରେ ହୋଇଥିବା ବେଳେ ଅନ୍ୟ […]

ରାଜ୍ୟ ରାଶିଫଳ

ଜୁନ୍‌ ୨୫ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିବା ଫଳରେ ବିଳମ୍ବରେ ସଫଳତା ପାଇବେ । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ । ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- ପାଠପଢାରେ […]