ଅପରାଧ ରାଜ୍ୟ

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା, ଖୋର୍ଦ୍ଧା-ଜଟଣୀ ମୁଖ୍ୟ ରାସ୍ତା ଅବରୋଧ କଲେ ଲୋକେ

ଜଟଣୀ ୨୭।୬: ଖୋର୍ଦ୍ଧା-ଜଟଣୀ ମୁଖ୍ୟ ରାସ୍ତା ବଡ଼ତୋଟାଠାରେ ଥିବା ଭାରତର ସମ୍ବିଧାନ ରଚନା କରିଥିବା ସ୍ବର୍ଗତ ଡକ୍ଟର ବାବୁ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା । ରବିବାର ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି । ଖୋର୍ଦ୍ଧା-ଜଟଣୀ ମୁଖ୍ୟ ରାସ୍ତାକୁ ସ୍ଥାନୀୟ ଲୋକ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଖୋର୍ଦ୍ଧା-ଜଟଣୀ ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ଠପ୍ ହୋଇପଡିଛି । ଘଟଣାସ୍ଥଳରେ ଜଟଣୀ ପୋଲିସ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯାହା କରିପାରିନଥିଲେ ଧୋନୀ-କୋହଲି, ତାହା କରି ଦେଖାଇଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭/୦୬: ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା କରିନେଇଥିଲା । ତେବେ ଏହି ମୁକାବିଲାରେ ଅଧିନାୟକ ପାଳି ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାସହ ସେ ମୁକାବିଲାରେ ଏକ ବଡ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ପାଣ୍ଡ୍ୟା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାନ୍ଦିପୋଷରେ ପୋଲିସ ଏନ୍‌କାଉଣ୍ଟର ଘଟଣା: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, କେଉଁଠୁ ଆସିଲା ଏକେ-୪୭ ?

ରାଉରକେଲା ୨୬।୦୬ : ରାଉରକେଲା ଚାନ୍ଦିପୋଷ ଥାନା ଅଂଚଳରେ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ବିଶ୍ୱଜିତ ସାହୁର ବାମ ଗୋଡ଼ରେ ବାଜିଛି ଗୁଳି । ସେ ଚିକିତ୍ସତ ହେଉଛି ରାଉରକେଲା ସରକାରୀ ଡାକ୍ତରଖାନାରେ। ଉଭୟ ଝାଡ଼ଖଣ୍ଡ ଗୁଂଲା ଅଞ୍ଚଳର ସେମାନଙ୍କଠାରୁ ଜବତ ହୋଇଛି AK-47, ଗୋଟିଏ ପିସ୍ତଲ ସହ ୨୦ ରାଉଣ୍ଡ ଗୁଳି। ଏମାନଙ୍କ ବିରୋଧରେ ଅନେକ ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। […]

ଅପରାଧ ରାଜ୍ୟ

କଣ୍ଟାବାଞ୍ଜିରୁ କାର୍ ଚୋରି ଉଦ୍ୟମ ଫେଲ୍, ସିସିଟିଭିରେ କଏଦ୍ ହେଲା ଚୋରି ଦୃଶ୍ୟ

କଣ୍ଟାବାଞ୍ଜି ୨୬।୦୬: ସିସିଟିଭିରେ ଗାଡ଼ି ଚୋରିର ଦୃଶ୍ୟ କଏଦ। କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ଅଭିଯୋଗ ହୋଇଛି । ୨୫ତାରିଖ ରାତିରେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଥିବା ବାଇକ ଚୋରି ହୋଇଛି। ଚୋରିର ଦୃଶ୍ୟ ଦୋକାନ ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ସେହିଦିନ ୨୫ତାରିଖ ବିଳମ୍ବିତ ରାତିରେ ସହରର ମୁଖ୍ୟ ଛକରେ ଥିବା ଏକ ଚାରିଚକିଆ ଗାଡ଼ିକୁ ଚୋରି କରିବାକୁ ଦୁଇଜଣ ଉଦ୍ୟମ କରୁଥିବା ମଧ୍ୟ ସିସିଟିଭିରେ କଏଦ ହୋଇଥିବା […]

ଅପରାଧ ରାଜ୍ୟ

ରଶ୍ମିରେଖା ଆତ୍ମହତ୍ୟା ମାମଲା, ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ୱର ୨୬।୦୬: ରଶ୍ମିରେଖା ଆତ୍ମହତ୍ୟା ମାମଲା। ରଶ୍ମିରେଖାଙ୍କ ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା। ନୟାପଲ୍ଲୀ ଥାନାରେ ଦୁଇ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଯାଉଛି। ଉଭୟଙ୍କୁ ପୂର୍ବରୁ ପର୍ଯ୍ୟାୟକ୍ରମେ ପୋଲିସ ପଚରାଉଚୁରା କରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ କୁ ମିଳିଥିଲା। ଉଭୟଙ୍କୁ ମୁହାଁମୁହିଁ ଜେରା କଲେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ଟେଲି ଅଭିନେତ୍ରୀ ରଶ୍ନିରେଖା ଆତ୍ମହତ୍ୟା କରିଥିଲେ […]

ଅପରାଧ ରାଜ୍ୟ

ଖୋର୍ଦ୍ଧାରୁ ପୁଣି କେଜିଏରୁ ଅଧିକ ଧଳାଜହର ଜବତ, ୪ ଗିରଫ

ଭୁବନେଶ୍ୱର ୨୬।୦୬: ଥମୁନି ଧଳାଜହର କାରବାର । ଖୋର୍ଦ୍ଧାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍‌ର ବ୍ରାଉନ୍‌ସୁାଗର ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଛନ୍ତି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ଏସ୍‌ଟିଏଫ୍‌ ଖୋର୍ଦ୍ଧାର ଏକ ସ୍ଥାନରେ ଚଢାଉ କରିଥିଲା । ତେବେ ଏହି ଚଢାଉରେ ଏସ୍‌ଟିଏଫ୍‌କୁ ୧ କେଜି […]

ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ବଡ଼ ଭାଇକୁ କଟୁରୀରେ ହାଣିଲା ସାନଭାଇ

ବାରିପଦା ୨୬।୦୬: ସଂପର୍କରେ ଲାଗିଲା ରକ୍ତର ଛିଟା । କଟୁରୀରେ ବଡ଼ ଭାଇକୁ ହାଣିଲା ସାନଭାଇ। ମୟୂରଭଞ୍ଜ ବାରିପଦା ସଦର ଥାନା ମାଧପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୪୫ବର୍ଷୀୟ ମେଘରାୟ ସରେନ। ଖବର ଅନୁଯାୟୀ, ବଡ଼ ଭାଇ ମେଘରାୟ ପ୍ରତିଦିନ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପରିବାର ସଦସ୍ୟଙ୍କୁ ଗାଳି ଗୁଳଜ କରୁଥିଲେ। ଶନିବାର ମଧ୍ୟ ବଡଭାଇ ନିଶା […]

ଅପରାଧ ରାଜ୍ୟ

ଅଭାବନୀୟ ଘଟଣା, ଦେଢ଼ବର୍ଷର ଶିଶୁ ଦେହରେ ଢାଳିଗଲା ଗରମ ପେଜ

ଖଲ୍ଲିକୋଟ ୨୬।୦୬: ଗଞ୍ଜାମ ଜିଲ୍ଲା ରମ୍ଭାରେ ଅଭାବନୀୟ । ଗରମ ପେଜ ଢାଳି ହୋଇ ଦେଢ଼ବର୍ଷର ଶିଶୁ ଗୁରୁତର। ଗୁରୁତର ଅବସ୍ଥାରେ ଶିଶୁକୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶିଶୁଟିର ପେଟ, ପିଠି ଏବଂ ମୁହଁରେ ପେଜ ଢାଳି ହୋଇ ସିଝି ଯାଇଥିବା ଦେଖିବାକୁ ମିଳିଛି। ରମ୍ଭାର ଜଗତ ଦାସଙ୍କ ଘରେ ଏହି ଅଘଟଣ ଘଟିଛି।

ଅପରାଧ ରାଜ୍ୟ

ରାତିଅଧରେ ଗାଁରେ ପଶି ମହିଳାଙ୍କୁ ଆକ୍ରମଣ ଘଟଣା, ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କୁ ବରଖାସ୍ତ ନକରିବା ଯାଏଁ ଆନ୍ଦୋଳନ ଚାଲିବ-କଂଗ୍ରେସ

ଜୟପୁର ୨୬।୦୬ : ଚିତ୍ରକୋଣ୍ଡା RSC 13 ଗାଁରେ ରାତି ଅଧରେ ଘରେ ପସି ମହିଳାଙ୍କୁ ଆକ୍ରମଣ ଘଟଣା। ଖୁବଶୀଘ୍ର କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଯିବ। ଏନେଇ ସୂଚନା ଦେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତାରାଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ୫ ବିଧାୟକ ଏଥିରେ ସାମିଲ ଥିଲେ । ତାରାଙ୍କ ସହ ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ସାମିଲ ଥିଲେ । ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ବରଖାସ୍ତ […]

ଅପରାଧ ରାଜ୍ୟ

ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ

କଳାହାଣ୍ଡି,୨୬/୦୬: ମାଓ କ୍ୟାମ୍ପରେ ଚଢଉ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି । ଏନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପି କହିଛନ୍ତି ଯେ, ଚଢ଼ଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବା […]