ଅକ୍ଟୋବର ୨ରେ ବିଛା ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ରାଶି ବ୍ୟକ୍ତିଙ୍କର ହେବ ଜବରଦସ୍ତ ଲାଭ
ନୂଆଦିଲ୍ଲୀ ୩୦/୦୯: ଶୁକ୍ରଙ୍କୁ ବୈଭବ, କଳା ଏବଂ ସୌନ୍ଦର୍ଯ୍ୟର କାରକ ବୋଲି ବିବେଚନା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଶୁକ୍ର ନିଜର କରାଶି ତୁଳାରୁ ବାହାରି ଅକ୍ଟୋବର ୨ରେ ମଙ୍ଗଳଙ୍କ ରାଶି ବିଛାରେ ପ୍ରବେଶ କରିବେ। ଏହି ସମୟରେ, ଅନେକ ରାଶିର ଲୋକଙ୍କୁ ଶୁଭ ଫଳାଫଳ ପ୍ରାପ୍ତ ହେବ। ଚାଲନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ… ବୃଷ- ଶୁକ୍ର ଆପଣଙ୍କ ସପ୍ତମ ଘରେ ଗୋଚର କରିବେ। ଯେଉଁଥିପାଇଁ […]