ଦେଶରେ କରୋନା ସଂକ୍ରମଣ ବଢିବା ପରେ ଓଡ଼ିଶାର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସିବିକେ ମହାନ୍ତି
ଭୁବନେଶ୍ବର: ଦେଶରେ ଏବେ କରୋନା ସଂକ୍ରମଣ ସେତେ ଅଧିକ ନଥିଲେ ବି କିଛି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖାଯାଉଛିି। ଏହାକୁ ଆଖି ଆଗରେ ରଖି ଆଜି ଓଡ଼ିଶାର ସ୍ଥିତି କିଭଳି ରହିଛି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଓଡ଼ିଶାରେ ଏବେ ସଂକ୍ରମଣ ସ୍ଥିର ଥିବା ବେଳେ ଏହାକୁ କମ କରିବା ପାଇଁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ସିବିକେ ମହାନ୍ତି କହିଛନ୍ତି। ତାଙ୍କ କହିବା ମୁତାବକ, […]