ପରିଚୟ ଖୋଜୁଛି ପୁରୁଣା ସ୍କୁଲ୍, ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା
ଖଣ୍ଡପଡା ୨୮/୦୬: ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ସରକାର ବ୍ୟାପକ ଅର୍ଥ ଖର୍ଚ କରୁଛନ୍ତି । ହେଲେ ଏମିତି କିଛି ସ୍କୁଲ ଅଛି ଯେଉଁଠି କି ବିକାଶର ଛାପ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ପାରିନାହି । ଏବେବି ଛୋଟ ଛୋଟ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି । ନୟାଗଡ ଖଣ୍ଡପଡାବ୍ଲକ କୁମ୍ଭାରପଡାରେ ରହିଛି କୁମ୍ଭାରପଡା ପ୍ରାଥମିକ ବିଦ୍ୟାଳୟ । ୧୯୨୦ ମସିହାରେ ନିର୍ମାଣ ହୋଇଥିବା ଏହି ସ୍କୁଲଟି ଅଞ୍ଚଳରେ ପ୍ରଥମ ସ୍କୁଲଭାବେ ବେସ ଜଣାଶୁଣା […]