ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା : ବଲାଙ୍ଗୀରରେ NHRC ଟିମ୍ର ତଦନ୍ତ
ବଲାଙ୍ଗୀର ୨୯।୬: ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍ । ମଙ୍ଗଳବାର ବଲାଙ୍ଗୀରରେ ପହଞ୍ଚିବା ପରେ ସ୍ଥାନୀୟ ସର୍କିଟ୍ ହାଉସରେ ରାତ୍ରିଯାପନ କରିଥିଲେ । ବୁଧବାର ସକାଳ ୯ଟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ତିନି ଜଣିଆ ଟିମ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ କରିବ । କଲେଜ ଡିନ୍ଙ୍କଠାରୁ ଆରମ୍ଭ କରି ଏଚଓଡି, ସହପାଠୀ, ଷ୍ଟାଫ୍ ସହ ଆଣ୍ଟି […]