କଳାଧନ ଠାବ ନେଇ ଏସ୍ଆଇଟି ବୈଠକ, ସିବିଆଇ-ଇଡି-ଏନ୍ସିବି ଆଦି ଉପସ୍ଥିତ
କଟକ ୨୯।୦୬: କଟକରେ ଏସ୍ଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସିବିଆଇ, ଇଡି, ଏନ୍ସିବି, ଏନ୍କମଟାକ୍ସ, ସିବିଡିଟି , କ୍ରାଇମ୍ବ୍ରାଞ୍ଚ, ଖଣିବିଭାଗ, ଅର୍ଥ ବିଭାଗ ଆଦିର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହିଛନ୍ତି । ସୂଚନାଯୋଗ୍ୟ ଯେ, କଳାଧନ ଠାବ ନେଇ ଏକ ଏସ୍ଆଇଟି ଗଠନ କରାଯାଇଥିଲା । କିନ୍ତୁ ଗତ ୨ ବର୍ଷ ହେଲା କରୋନା କଟକଣା ଲାଗି ଏସ୍ଆଇଟିର […]