କୋଭିଡ୍ ସୁନାମି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟୟମୁଖୀ କରିବ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ଜିନିଭା: ‘ଓମିକ୍ରନ୍ ଏବଂ ଡେଲ୍ଟା କୋଭିଡ୍-୧୯’ ମାମଲାର ‘ସୁନାମି’ ସାମର୍ଥ୍ୟ ଠାରୁ ଅଧିକ କାମ କରୁଥିବା ସ୍ବାସ୍ଥ୍ୟ ସେବାକୁ ଭାରାକ୍ରାନ୍ତ କରିବ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଉଦ୍ବେଗଜନକ ‘ଡେଲ୍ଟା ଏବଂ ଓମିକ୍ରନ୍ ଭେରିଏଣ୍ଟ୍’ ହେଉଛି ‘ଯମଜ ବିପଦ’ ଯାହା ନୂତନ ସଂକ୍ରମଣ ମାମଲାକୁ ରେକର୍ଡ ସ୍ତରକୁ ନେବା ସହ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି କରାଉଛି। ଗତ ସପ୍ତାହରେ ବିଶ୍ବବ୍ୟାପୀ ନୂତନ ସଂକ୍ରମଣ ମାମଲା […]