ଜନ୍ ଆବ୍ରାହମ୍ ଓ ପତ୍ନୀ ପ୍ରିୟା କରୋନା ସଂକ୍ରମିତ, ଅଭିନେତା କହିଲେ-ଆମେ ଦୁହେଁ ଭ୍ୟାକ୍ସିନେଟେଡ୍
ନୂଆଦିଲ୍ଲୀ ୦୩/୦୧: ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ କରୋନା ସଂକ୍ରମିତ ହୋଇଛନ୍ତି। ଜନ୍ ନିଜେ ଏହି ସୂଚନା ଦେଇଛନ୍ତି। ଜନ୍ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ ଉଭୟ ଭ୍ୟାକ୍ସିନ୍ ନେଇସାରିଛନ୍ତି ତଥାପି ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ଜନ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ଦୁଇଟି ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି। ଜନ୍ କହିଛନ୍ତି ସେ ୩ ଦିନ ପୂର୍ବେ କାହା ସମ୍ପର୍କରେ ଆସିଥିଲେ, ଯାହାଙ୍କ କରୋନା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା। […]