ବାଇକ୍କୁ ଧକ୍କା ଦେଲା ଟ୍ରକ୍, ତାମିଲନାଡୁରେ ଓଡିଆ ଯୁବକଙ୍କ ମୃତ୍ୟୁ
ବୌଦ୍ଧ ୩୦।୬: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡା ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ସୁଦୁର ତାମିଲନାଡୁ ଯାଇଥିବା ବେଳେ ଟ୍ରକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡା ଗ୍ରାମର ଇତିହାସ ରଣାଙ୍କ ପୁଅ ମୁକେଶ ରଣା ୪ ମାସ ପୂର୍ବେ ଦାଦନ ଖଟିବାକୁ ଯାଇ ସୁଦୂର ତାମିଲନାଡୁ ବେମ୍ବିସେଲ ସହରର ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ। ବୁଧବାର ତାଙ୍କର ଜଣେ […]