ତିନି ବର୍ଷ ପରେ ଇଣ୍ଡଷ୍ଟ୍ରିକୁ କମ୍ ବ୍ୟାକ୍ କଲେ ଅନୁଷ୍କା ଶର୍ମା, ସେୟାର କଲେ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ଫାଷ୍ଟ ଲୁକ୍…
ନୂଆଦିଲ୍ଳୀ ୦୬।୦୧ : ଦୀର୍ଘ ସମୟର ବିରତି ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କ ଏକ ବାୟୋପିକ୍ରେ ନଜର ଆସିବେ । ଅନୁଷ୍କା ଏହି ଫିଲ୍ମ ପ୍ରସିଦ୍ଧ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ରେ ସୁଟିଂ ଆରମ୍ଭ ହୋଇଛି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପ୍ରଥମ ଲୁକ୍ ସହିତ ଏହି ସୂଚନା ଦିଆଯାଇଛି। ଅନୁଷ୍କା ଶର୍ମାଙ୍କର […]