ଆମେ ସୁପରଷ୍ଟାର୍ସଙ୍କ ଉପରେ ନିର୍ଭରଶୀଳ ନୁହେଁ, ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଆକ୍ଷେପ କଲେ ବାଭୁମା
ନୂଆଦିଲ୍ଲୀ ୨୨।୦୧: ଟେଷ୍ଟ ସିରିଜ୍ ଜିତିବା ପରେ ଭାରତକୁ ହରାଇ ଦିନିକିଆ ସିରିଜ୍ ମଧ୍ୟ କବଜା କରିଛି ଦକ୍ଷିଣ ଆଫ୍ରିକା। ପାର୍ଲରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଦଳ ଭାରତକୁ ୭ ଓ୍ଵିକେଟ୍ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୨-୦ରେ ଅଗ୍ରଣୀ ହାସଲ କରିଛି। ସିରିଜ୍ ଜିତିବା ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଭାରତୀୟ ଦଳକୁ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି, ‘ଆମେ ସୁପରଷ୍ଟାର୍ସଙ୍କ’ ଉପରେ ନିର୍ଭରଶୀଳ ନୁହେଁ। ଆମେ ଦୁଇଟି […]